NIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth Music

रोजी प्रकाशित केले 26 एप्रिल, 2016
ଖୁଦୁରୁକୁଣି ଓଷା ମଧ୍ୟ ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଶ୍ରାବଣ ମାସର ସମସ୍ତ ରବିବାର ଦିନ ଏହି ଓଷା କୁଆଁରୀ ଓଡ଼ିଆ ଝିଅ ମାନଙ୍କ ଦ୍ୱାରା ଓଡ଼ିଶାରେ ପାଳନ କରାଯାଇଥାଏ । ଏଥିରେ ଖୁଦୁରୁକୁଣି (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚନା କରାଯାଇଥାଏ ।
ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟିଆ ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।
ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣିଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:

TO SET THIS SONG AS YOUR CALLER TUNE -
Airtel Subscribers Dial 5432115810043
Idea Subscribers Dial 567898426926
Vodafone Subscribers Dial 5378426926
BSNL Subscribers sms BT 8426926 To 56700
YOU CAN ALSO TUNE THIS SONG ON -
JioSaavn : bit.ly/2HdS6Af
Album: NIRIMAKHI TAPOI
Singer: Namita Agrawal
Video Artist: Namita Agrawal, Nimananda, Monalisa, Soma, Ameli
Music Director: Subas Dash
Lyrics: Alekh Biswal
Producer: Sitaram Agrawal
Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର MRlevel Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
Watch & Subscribe to our other MRlevel Channels:
👉 Sidharth Music: mrlevel.info
👉 Namita Agrawal : mrlevel.info
👉 Sidharth Bhakti : mrlevel.info
Enjoy & stay connected with us!
👉 Like us on Facebook : SidharthTVofficial/
👉 Follow us on Twitter : sidharth_tv
👉 Follow us on Instagram : sidharthtvofficial
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

टिप्पण्या

  • Nice

  • JAY MAA

  • 🥰😇😇😇🥲🥰😍😍🤩🤩

  • Jay maaa khudurukuni 🙏🙏😭😭😭

  • Lilo hmmi

  • Jay maa mangala

  • Good evening

  • nmmkpļop0njkòkn ùyt?6thhhiù88

  • Luke

  • ଜେମା ସମଲେଇ

  • My fvrt songs

  • Jai maa Mangala

  • Skkkkkkkkk

  • Mamangala

  • ମୁଁ ସବୁ ଦିନ ଶୋଇଲା ବେଳେ ସୁଣେ ବହୁତ୍ ବଢ଼ିଆ ଲାଗେ କେତେ ବେଳେ ନିଦ ଆସେ ଜଣା ପଡ଼େନି ଜୟ ମା ମଙ୍ଗଳା 🙏🙏

  • Wow super 👌🤘 nice

  • Jay maa mangala 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺

  • Tk FM egg dh bn.

  • ଖୁବ୍ ସୁନ୍ଦର ଭଜନ

  • Evergreen song! Hit like for better 2021

  • 🙏🙏🙏🙏

  • L

  • Supar

  • Payal. So. Raj....kumara

  • Somanatha. Bhaia

  • So nice😍😍😍😜😜👍👍👍

  • --gg

  • Jay maha laxmi puja

  • 🙏🙏🙏

  • 👌👌👌👌🙏🙏🙏👣👣👣

  • I like to you

  • Relly ❤️ touching

  • .

  • Super bhajan 🙏🙏🙏🙏

  • Ok

  • Jay Maa Mangala

  • Jai maa

  • Super

  • My favorite scene

  • Op °°°🙂

  • 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😍😘😘😘😘😘🌙

  • 0

  • Hat taching song

  • In

  • I put the will to go to Toronto to to do to

  • Nice

  • I love song jai ho maa magala

  • 🙏🙏🙏🙏

  • मांमंगला

  • Jay ma mangala

  • Heart touching

  • Very nice song so cute

  • Nice

  • ဎတတ

  • Amazing story of MAA mangala

  • Good morning

  • Ooo

  • My foverite singer namita mam. I love this song

  • Mast namita mam & tapoi ameli mam & group mast vidio

  • I love you

  • 🙏🙏🙏🙏🙏

  • jai jai maa khudurukuni🙏🙏

  • Jay maa mangala...

  • Kankarucha

  • Nice

  • Nice video

  • Very nice

  • New dj

  • Jay ma mangola 👣🖒🖒🖒👏👏👏

  • Tq madam

  • 😂😂😂😂😂😂😂😂😂😂😂😂😂

  • 🙏Jay Maatapoi🙏

  • Jai maa Mangala 🙏🙏

  • Jai maa mangala Mu odia

  • Ip people

  • Nice song

  • Very nice song

  • Nice

  • JAY MAA MANGALA 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • ♥️♥️♥️♥️♥️♥️♥️♥️♥️

  • SUPAR STORY

    • Vsjgsududgduhd fhd hejddj ✋

  • Veri nice siriyal

  • Shabmhu 9163770207

  • My favorite namita Agrwal mam

  • Maa

  • Happy

  • 787

  • 🙏🙏🙏🙏

  • Nice video 😭 Jay Jogannath

  • Jay maa mangala 🙏🙏🌺🌺

  • ଜୟ ମା ମଙ୍ଗଳା

  • Mind blowing story...!! (Superb)

  • My favourite singer namita agrawal medam

  • OMMSAI TV MRlevel CHANEL M BAPI DEREKTR no 9178376811

  • Esiata naa kn jie topoi heichi

  • ତ ପୋଇ ଉପରେ ହେଇଥିବା ଅତ୍ୟାଚାର କାହାଣୀ ଦେଖିଲେ ଆଖିରେ ଲୁହ ଆସିଯିବ l

  • Jay Maa mangala

  • So nice

    • Djxhxjxjf

  • Sup song in MAA KHUDURIKUNI

  • Nice